STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଯୁଗେ ଯୁଗେ ପୂଜା ପାଇବ

ଯୁଗେ ଯୁଗେ ପୂଜା ପାଇବ

1 min
244

ମନରେ ଯଦି ଆଗ୍ରହ ରହିଛି   

କାର୍ଯ୍ୟରେ ସଫଳ ମିଳିବ

ମନରେ ଯଦି ଭକ୍ତି ରହିଅଛି

ଆଶୀର୍ବାଦ ନିଶ୍ଚେ ମିଳିବ.....


ମନରେ ଯଦି ଶ୍ରଦ୍ଧା ରହିଅଛି

ସଭିଙ୍କ ନିଜର ହୋଇବ

ମନରେ ଯଦି ସତ୍ୟ ରହିଅଛି

ଜୀବନ ଭଲରେ କଟିବ.....


ମନରେ ଯଦି ସେବା ରହି ଅଛି

ଶତ୍ରୁ ବି ନିଜର ହୋଇବ

ମନରେ ଯଦି ଦୟା ରହି ଅଛି

ଜୀବନଟା ଧନ୍ୟ ହୋଇବ....


ମଣିଷ ଯଦି ଜନମ ହୋଇଛି

ଅବଶ୍ୟ ଦିନେ ମରିବ

ଭଲ କାମ କରି ଯିଏ ଯାଇଥିବ

ଯୁଗେ ଯୁଗେ ପୂଜା ପାଇବ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational