STORYMIRROR

Sanjya Tripathy

Classics

4  

Sanjya Tripathy

Classics

ନିର୍ଜନ

ନିର୍ଜନ

1 min
281


ନିର୍ଜନ - ସର୍ଜନ

ନୀରବତା

ତୁମକୁ ଶୁଣିବାଟି ଆଶ୍ଚର୍ଯ୍ୟଜନକ

ତୁମର ପରିଭାଷା ଅପ୍ରତିମ

ତୁମେ ସର୍ବତ୍ର ଖେଳାଇ ହୋଇ

ସୃଷ୍ଟିକର ଏକ ନିର୍ଜନ ଭୂଖ୍ୟତ

ଆମ କବି ମାନଂକ ପାଇଁ

କବିତା ଲେଖିବା ପାଇଁ

କବିତା ଝର୍କାରୁ ସପ୍ତଧାରା

ସେ ଏକ ବିଚିତ୍ର ଯାତ୍ରା

ପୁଣି ଅଭିଯାନ ରୁ ଷ୍ଟୋରୀ ମିରର

ଡିଜିଟାଲ ସାହିତ୍ୟ- ବର୍ତ୍ତମାନ କାଳରେ ଚାହିଦା

ସପ୍ତାହର ଲେଖକ, ମାସର ଲେଖକ ପାଇଁ

ମନୋନୀତ ହେବା ଓ ବିଜୟୀ ନ ହେବା

ଏଥିରେ ନୂତନତ୍ବ କିଛି ନାହିଁ

ବିଫଳତା ହିଁ ସଫଳତାର ପ୍ରଥମ ସୋପାନ

ଯାହା ହେଲେ ବି ନିର୍ଜନତା ବେଶ୍ ଆକୃଷ୍ଟ କରେ

କବି, ଲେଖକ, ଚିଂତାଶୀଳ ଦାର୍ଶନିଙ୍କକୁ

ଯେଉଁମାନଂକର ସର୍ବଶ୍ରେଷ୍ଠ କୃତି ସୃଷ୍ଟି ହୋଇଛି

ଏହି ନିର୍ଜନତା ଭରା ଭୂଖଣ୍ଡରୁ ।।


Rate this content
Log in

Similar oriya poem from Classics