STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ନୀରବତା

ନୀରବତା

1 min
4

ନୀରବତା ନୁହେଁ ମୋ ପ୍ରଶ୍ନର ଉତ୍ତର 
ପାଶବିକତା ଯଦି ମାନବିକତା ଠାରୁ 
ଉର୍ଦ୍ଧରେ ହୁଏ, ଏ ସହର ଘର ନୁହେଁ ଆତ୍ମିୟତାର 
ତମେ ମୋର ନା ମୁଁ ତୁମର, ସ୍ୱାର୍ଥ ସରିଗଲେ 
କିଏ କାହାର, ନିଜେ ନୁହେଁ ମୁଁ ନିଜର 
ଏ ଦୁନିଆଟା ଘର ଏକ ଯନ୍ତ୍ରଣା ର 
ଏ ସହରରେ ଯେବେ କୁଟା ଖିଅ ର 
ଆଶ୍ରୟ ମିଳେ, ମୁଁ ନିଜକୁ ବହୁତ 
ଭାଗ୍ୟବାନ ମନେ କରେ 
ସେତିକିବେଳେ ନୀରବରେ ମୁଁ 
ନିରବୀଯାଏ ଆଉ ପ୍ରଶ୍ନ ପଚାରେନା.............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational