STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ସମୟ

ସମୟ

1 min
4

ମୁଁ ଜଳିଛି ସ୍ୱାର୍ଥର ନିଆଁରେ 
ମୁଁ କୁହୁଳିଛି ଇର୍ଷାର ଅନଳ ରେ 
ସମୟ କିନ୍ତୁ କେତେ ସଭ୍ୟତା 
ବିଲୁପ୍ତ ଅବଲୁପ୍ତ ସମୟ ଗର୍ଭରେ 
ସେ ଅହରହ କେବେ ଅଟକେନା 
ନିରବ ଦ୍ରଷ୍ଟା ପୁଣି, ସମୟ ସହିତ 
ମୁଁ ଯେବେ ସାଲିସ କରେ 
ପୁଣି ନତ ମସ୍ତକ ହୁଏ ତା ସାମ୍ନା ରେ 
ସମୟ କୁ କଣ ବାନ୍ଧି ହୁଏ 
ଅଟକେଇ ହୁଏ, ନା ତାର ଆଦି ଥାଏ 
ନା ଅନ୍ତ, ସବୁ କିଛି ସମୟ ସହିତ 
ଘଟିଥାଏ, ତେଣୁ ସମୟ ସାମ୍ନାରେ 
ମୁଁ ନତ ମସ୍ତକ ହୁଏ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

Similar oriya poem from Inspirational