STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ପ୍ରଚେଷ୍ଟା

ପ୍ରଚେଷ୍ଟା

1 min
4

ଜୀଵନ ଯଦି କାହାଣୀ ହୁଏ 
ସେହି କାହାଣୀ ର ମୁଁ ନାୟିକା ହୁଏ 
ଜୀଵନ ଯଦି ନାଟକ ହୁଏ 
ସେହି ନାଟକର ମୁଁ ଅଭିନେତ୍ରୀ ହୁଏ 
ଜୀଵନ ଯଦି ଶାନ୍ତ ଗଗନ ହୁଏ 
ମୁଁ ପ୍ରଶାନ୍ତ ସାଗର ଟିଏ 
ମୁଁ ଖୋଜେ ନୌକାଟିଏ ପାର କରିବାକୁ 
ଜୀଵନ ବୈତରଣୀ 
ସଞ୍ଜ ହେଲେ ପୁଣି ଭାବନା ମୋର 
ଉଦୟ ହୁଏ, ପୁଣି ମନଟା 
ଚଳଚଞ୍ଚଳ ହୁଏ, ସେତିକିବେଳେ 
ମୁଁ ପ୍ରତିକୂଳ କୁ ବର୍ଜନ କରିବାର 
ଉଦ୍ୟମ ରେ ଅହରହ ଉଦ୍ୟମ ଜାରିରଖେ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ସେ

ସେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

ସ୍ୱାଦ

ସ୍ୱାଦ

1 min ପଢ଼ନ୍ତୁ

ରେଖା

ରେଖା

1 min ପଢ଼ନ୍ତୁ

ବିବାହ

ବିବାହ

1 min ପଢ଼ନ୍ତୁ

Similar oriya poem from Inspirational