STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ରେଖା

ରେଖା

1 min
3

କେବେ ଅମର ଅକ୍ଷର 
କେବେ ସ୍ୱର୍ଣ୍ଣାକ୍ଷର 
କେବେ ଖୋଡିତ କାରୁକାର୍ଯ୍ୟ 
କେବେ ସୁଦକ୍ଷ ବିନ୍ଧାଣି 
କେବେ ଚଳଚଞ୍ଚଳ 
କେବେ ଢଳ ଢଳ 
କେବେ ଉଜ୍ଜଳ ସୁନୀଳ ସୁଢଳ 
କେବେ ଅନଳ 
କେବେ ଉଜୁଡା ସ୍ୱପ୍ନର 
ପାଉଁଶ ତଳର ନିଆଁ 
କେବେ ପୁଣି ସେ ସ୍ମୃତିଟିଏ 
ମଲାଜହ୍ନ, କେବେ ନୌକା 
ବିଶ୍ୱାସର, ଜୀଵନ ବୈତରଣୀ ର 
କେବେ ଉଲଂଘନ ମର୍ଯ୍ୟାଦା ର 
କେବେ ବକ୍ର ରେଖା ଟିଏ 
ସରଳ ଜୀବନର........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Inspirational