ସମ୍ପର୍କ
ସମ୍ପର୍କ
ସମ୍ପର୍କ ର ବଜାର ରେ କିଣିଛି ମୁଁ ନୂଆ ଆଇନା
ଦେଖିଛି ମୁଁ ପ୍ରତିଫଳନ, ସମ୍ପର୍କ ର ବଜାର ରେ
ହେଇଛି ମୁଁ ସଉଦା, ସମ୍ପର୍କ ର ଦ୍ୱାହିଦେଇ
ମୁଁ ଖୋଜେ, ସୁନ୍ଦର ମନ ମନ ଭଳି ମନ
ପବିତ୍ର ସମ୍ପର୍କ, ସମ୍ପର୍କ ପବିତ୍ର ଶବ୍ଦଟିଏ
ଯାହା ସହିତ ଯୋଡ଼ାଯାଏ ସେ ବି
ପବିତ୍ର ହୋଇ ଉଠେ
କିନ୍ତୁ ସେହି ସମ୍ପର୍କ ଓଡ଼ଶ ପରି
ଶୋଷି ହୋଇଥାଏ ବେଳେବେଳେ
ସମ୍ପର୍କ ଏକ ଲକ୍ଷ୍ମଣ ରେଖା
ଲଙ୍ଘି ହୁଏନା........
