STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ବିବାହ

ବିବାହ

1 min
2

ବିବାହ ଏକ ଯଜ୍ଞ 
ବିବାହ ଏକ ଅନୁଷ୍ଠାନ 
ବିବାହ ମନର ମିଳନ 
ବିବାହ ଆତ୍ମାର ଅମର କଥା 
ବିବାହ ଜୀବନର ମନ୍ତ୍ର 
ବିବାହ ଏକ ଜୀଵନ ସ୍ୱତନ୍ତ୍ର 
ବିବାହ ଏକ ସମାଜ 
ବିବାହ ଏକ ପବିତ୍ରବନ୍ଧନ 
ବିବାହ ସ୍ଵର୍ଗରେ ହୋଇଥାଏ 
ଧର୍ମର ନିକିତିରେ ମୁଁ ଯେବେ 
ତଉଲେ ନିଜକୁ ନିଜେ 
ଜୀଵନ ଫର୍ମଟେ ପାଲଟିଯାଏ 
ଯେବେ, ମୁଁ କହିପାରିବିନି 
ପରିଭାଷା ବିବାହର 
ବିବାହ ଶାନ୍ତ ଗଗନ ଟିଏ 
ବିବାହ ଅଶାନ୍ତ ମନ ଟିଏ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational