ଜୀଵନ
ଜୀଵନ
ମୁଁ ଚାହେଁ ସରଳ ଜୀଵନ
ଚାହେଁ ନିରାଡ଼ମ୍ବର ଜୀଵନ
ଚାହେଁନା ଜଟିଳତା କୁଟିଳତା
ଚାହେଁନା ପ୍ରତିଯୋଗିତା
କାହାସହିତ, ଚାହେଁ ଜିଁବାକୁ
ଏକ ସୁସ୍ଥ ସୁନ୍ଦର ଜୀଵନ
ଚାହେଁ ଜିଁବାକୁ ଏକ ଶାନ୍ତ ଜୀଵନ
ମୁଁ ଚାହେଁ ଚାଲିଯିବାକୁ
ଅନେକ ଦୁରକୁ ଯେଉଁଠି
କୁଟିଳତା ଜଟିଳତା
ମତେ ଛୁଁ ନଥିବ
ମୁଁ ଚାହେଁ ଚାଲି ଯିବାକୁ ବହୁ ଦୁରକୁ
ଯେଉଁଠି ମତେ କିଏ ଯନ୍ତ୍ରଣା କି
ଆଘାତ ଦେଉନଥିବ, ଜିଁ ପାରିବ
ଏକ ସୁସ୍ଥ ଜୀଵନ...................
