ନିଜସ୍ୱ
ନିଜସ୍ୱ
ରୂପର ନଗରୀରେ କିଏସେ ଅପରୂପା
ସ୍ୱାର୍ଥର ବଜାର ରେ କିଏସେ
ନିସ୍ଵାର୍ଥ ମଣିଷ, ଉଦାର ପଣିଆର
ମହାନୁଭବତାରେ କିଏସେ
ମହାନ ମଣିଷ, ଅନ୍ଧାର ର
ସମ୍ରାଜ୍ୟରେ କାହିଁ ସେ ଆଲୋକ
କଳ୍ପନାର ନଗରୀରେ କାହିଁ ସେ
ବାସ୍ତବ ମଣିଷ, ଛଳନା ର
ହାଟରେ କାହିଁ ସେ ସତ୍ୟତା
ଭଲପାଇବାଟା ବାହାନା
ଖୋଜେ ଯେବେ ନିଜସ୍ୱ ପଣିଆ
ବିକ୍ରି ହୋଇଯାଏ କେତେବେଳେ
ନିଜସ୍ୱ ର ଜାଣି ମୁଁ ପାରେନା......
