STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଜୀଵନ

ଜୀଵନ

1 min
3

ଜୀଵନ ଏକ ଅସରନ୍ତି ଶକ୍ତିର ସ୍ରୋତଟିଏ 
ଜୀଵନ ନୂଆ ନୂଆ ଉଦ୍ଭାବନ 
ଜୀଵନ ଏକ ଯଜ୍ଞଟିଏ 
ଯେଉଁଠି ପ୍ରତିଟି ବିକାର କୁ 
ଆହୁତି ଦିଆଯାଏ 
ଜୀଵନ ସୁନ୍ଦରତା ର ଗନ୍ତାଘର 
ଜୀଵନ ଏକାନ୍ତ ନିଜର 
ଜୀଵନ ସ୍ରୋତ ଏକ ଉତ୍ସ ଆନନ୍ଦର 
ଜୀଵନ ଅନ୍ତହୀନ ଶେଷଶୂନ୍ୟ 
ଜୀଵନ ନିରବୀଛିହ୍ନ, ଅବିଶ୍ରାନ୍ତ ଅହରହ 
ଜୀଵନ ଶାନ୍ତିର ଯମୁନା, ଫଲଗୁଟିଏ 
ଜୀଵନ ଚିରସ୍ରୋତା ସ୍ରୋତସ୍ୱିନୀ 
ଉତ୍ସଟିଏ ଆନନ୍ଦ ର, ହତାଶ ର 
ନିରାଶର ବଜାର ରେ ଝଲକଟିଏ 
ଆଶାର.................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational