ଜୀଵନ
ଜୀଵନ
ଜୀଵନ ଯଜ୍ଞଟିଏ ଆହୁତି ଦେବାକୁ
ଜୀଵନ ବାଟ ଟିଏ ଚାଲିବାକୁ
ଜୀଵନ ଲକ୍ଷ୍ୟସ୍ଥଳୀଟିଏ ପହଂଚିବାକୁ
ଜୀଵନ ନିର୍ଝରିଣୀ ଟିଏ ଝରିବାକୁ
ଜୀଵନ ଅହରହ ଅନବରତ
ଜୀଵନ ନବନବଉନ୍ୱେଷଶାଳିନୀ
ଜୀଵନ ପୁଷ୍ପଟିଏ ବାସ୍ନା ମହମହ
ଜୀଵନ ଏକ ଶେଷହୀନ
ଜୀଵନ ଇଲାକାଟିଏ ଅପହଞ୍ଚ
ଜୀଵନ ଏକ ଅସରନ୍ତି ଉତ୍ସ ଟିଏ
ଜୀଵନ ଏକ ଗୀତଟିଏ ମଧୁରତାର
ଜୀଵନ ଏକ ନିଛକ ଚିତ୍ରଟିଏ
ନିପୁଣ ମଣିଷର.......
