STORYMIRROR

Nilamani Thapa

Inspirational Others

3  

Nilamani Thapa

Inspirational Others

କବିର୍ ଭାବ୍

କବିର୍ ଭାବ୍

1 min
184


ଦିନ୍ ରାଏତ୍ ମୁଇଁ ସପନ୍ ଦେଖୁଛେଁ

ହେମିଁ ବଲି ଗୁଟେଁ କବି

ଅବୁଝା ମନ୍ କେ କେନ୍ତା ବୁଝାମି

ନାଇଁ ତ ପାରୁଛେଁ ଭାବି ।।


ଆଖିଁ ଝୁମରା ମୋର୍ ଆଖିଁ ରହୁଛେ

ନାଇଁ ପାରବାର୍ ଯାନି

ମାଆଁ କହୁଛେ ଶୁଇପଡ୍ ରେ ପୁତା

ଦେହେପା ନି କର୍ ହାନି ।।


ଦେହ ପାହା ଜଦି ନସବା ରେ ବୁଆ

ନାଇଁ ପାରୁ ପାଠ୍ ପଢି

ତୋର୍ ଅବୁଝା ମନ୍ ବୁଝା ନ ଛୁଆ

ନାଇଁ କର୍ ଆରୁ ଡେରୀ  ।।


ପୁରୁବ୍ ପୁରସା କବି ଲେଖକ୍ ମାନେଁ

ଲେଖିଛନ୍ କେଥେ ଲେଖା

ମୋର୍ ମନ୍ ମୁଇଁ କନ୍ଥେଇ ବୁଝାମି

ମୁଇଁ ଭି ଲେଖମି ହେନ୍ତା ।।


ଏନ୍ତେଇ ବତରେଁ ଲେଖା ଲେଖିଁ ମୁଇଁ

କରୁଁ ଥିମି ହେନ୍ତା ବୁତା

ସାରା ଦୁନିଆଁ ଥୁଁ ଦିନେ ନାଆଁ ରଖି କରିଁ

ହେମି ଜଗତ୍ ଜିତା ।।


ନାଇଁ ସରେ କେଭେଁ କବିର୍ ଭାବ୍ ଟା

ସେଟା ଆଏ ଗୁଟେ ନିଶା

ଉରକୁଲା ଗଦାନୁଁ ବସିଥିଲେଁ ଭିଲ୍

କବିର୍ ଭାବ୍ ର ଦିଶା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational