STORYMIRROR

MADHU MITA

Inspirational

3  

MADHU MITA

Inspirational

ଜୀବନ ଚକ୍ର

ଜୀବନ ଚକ୍ର

1 min
179


ତ୍ରସ୍ତ ହରିଣୀ..

ଵିନିଦ୍ର ରଜନୀ..

ଶାର୍ଦୂଳ ପୂର୍ଣ୍ଣ..

ବନ ନିକାଞ୍ଚନୀ....

କଣ୍ଟକିତ ପଥ..

ମନ ଭୀତତ୍ରସ୍ତ..

ଆଶ୍ରା ଶୂନ୍ୟ ହସ୍ତେ..

ପ୍ରାଣ ଆକ୍ତମାକ୍ତ..

ଯୋଜନା ଦୂରତା..

ଅଦୃଶ୍ୟ ଗନ୍ତବ୍ୟ..

ଅସମାପ୍ତ ଯାତ୍ରା..

ପ୍ରାପ୍ୟ.. ଭବିତବ୍ୟ...

ଅପ୍ରିୟ ଆତ୍ମୀୟ..

ବିକ୍ଷିପ୍ତ ଦିଗବଳୟ..

ଅପହଞ୍ଚ ଲକ୍ଷ୍ୟ..

ସମାପ୍ତେ ପ୍ରଳୟ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational