STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ଆକାଶ

ଆକାଶ

1 min
11

ମୁଁ ସିନା ଜୀବିତ ହେଲେ ବ୍ୟକ୍ତିତ୍ୱ ମୋର ମରିସାରିଛି 
ମୁଁ ସିନା ବଂଚିଛି ହେଲେ ସ୍ୱାଧୀନତା ମୋର ମରିସାରିଛି 
ମୁଁ ସିନା ବଂଚିଛି ବଞ୍ଚିବା ଆଗରୁ ବହୁତ ମରିଛି 
ସ୍ୱାଧୀନତା ଆଉ ପରାଧୀନତା ଏକ ବେଡି ଶିକୁଳିର 
ମୁଁ ଚାହେଁ ଏକ ସ୍ୱାଧୀନତା ର ଜୀଵନ 
ମୁଁ ଚାହେଁ ଏକ ସ୍ୱତନ୍ତ୍ର ନିଆରା ଢଙ୍ଗର ଜୀଵନ 
କିନ୍ତୁ କାହିଁ ମିଳେ କେଉଁଠି ସବୁଠି ଯନ୍ତ୍ରଣା 
ପରାଧୀନତା ର ନାଗଫାସ 
କାହିଁ ସେ ମୁକ୍ତ ଆକାଶ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract