STORYMIRROR

Manaswinee Dash

Abstract

3  

Manaswinee Dash

Abstract

ଛୋଟ ବଡ

ଛୋଟ ବଡ

1 min
157

ସବୁଠି ରହିଛି ଛୋଟ ବଡ, 

କଉଠି ଜିନିଷରେ କଉଠି ସଂପର୍କ ରେ, 

ହେଲେ କଉଠି ଛୋଟ କଢ, 

ହେଲେ ସବୁଠି ଛୋଟ, ବଡ ଆଦର। 


ବଡ କରେ ବଡର ଅଭିମାନ, 

ଛୋଟ କରେ ଛୋଟ ର ଅଧୀକାର, 

କଉଠି ବଡ ହୁଏ ବଡର ଆତ୍ମଗର୍ବ ସଂପୂର୍ଣ୍ଣ, 

ଛୋଟ କରେ ଯତ୍ନ ତା କ୍ଷମତାର। 


ବଡ ନଚାହେଁ ହେବାକୁ ନତ ମସ୍ତକ, 

ଛୋଟ କରି ଚାଲେ ମୁନ୍ଡ ଉପର,

ବଡ ରଖିବାକୁ ଚାହେଁ ତାହାରି ଟେକ,

ବଡ ବି କରେନା ଛୋଟର ଆଦର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract