STORYMIRROR

Gouttam kachim

Abstract

3  

Gouttam kachim

Abstract

ସୂର୍ଯ୍ୟର ଦାଉ

ସୂର୍ଯ୍ୟର ଦାଉ

1 min
119

ସୂର୍ଯ୍ୟ ଦେବତା ହେ କିଆଁ,

ହେଉଛ ଏଡ଼େ ନିଷ୍ଠୁର,

ଜୀବ ଜଗତ ଙ୍କୁ ତୁମେ,

ଜିଅନ୍ତା କାହିଁକି ମାର,

ଦୟା କର, ଦୟା କର,

ତାତି କମ କରି ଦେଇ,

ମରଣ ମୁଖୁ ଉଦ୍ଧର

ମରଣ ମୂଖୁ ଉଦ୍ଧର।।

ଜୀବଜଗତ ତୁମର,

କେବେ କିଛି ଅତ୍ୟାଚାର,

କରି ଅଛନ୍ତି କି କହ,

ସେ ଅତ୍ୟାଚାର ବଦଳେ,

ଏ ପ୍ରତିଶୋଧ କି ନିଅ,

ରକ୍ଷା କର, ରକ୍ଷା କର,

ତାତି କମ କରି ଦେଇ,

ମରଣ ମୁଖୁ ଉଦ୍ଧର,

ମରଣ ମୁଖୁ ଉଦ୍ଧର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract