ତମେ
ତମେ
ନିଃସଙ୍ଗ ଏକାକୀ ଲାଗେ ଯେବେ ଜୀବନଟା
ସେତିକିବେଳେ ତମେ ହିଁ ସ୍ମୃତିକୁ ଆସ
ଖାଁ ଖାଁ ଲାଗେ ଯେବେ ଜୀଵନ ଟା
ସେତିକିବେଳେ ତମେ ହିଁ ସ୍ମୃତିକୁ ଆସ
ନିରାଶ୍ରୟ ଲାଗେ ଯେବେ ଜୀଵନ ଟା
ସେତିକିବେଳେ ତମେ ହିଁ ସ୍ମୃତିକୁ ଆସ
ଭୟ ଭୟ ଲାଗେ ଯେବେ ଜୀବନଟା
ତମେ ହିଁ ସ୍ମୃତିକୁ ଆସ
ନିସ୍ବ ସର୍ବହରା ଲାଗେ ଯେବେ ଜୀଵନ ଟା
ତମେ ହିଁ ସ୍ମୃତିକୁ ଆସ
ଉଦାସ ଲାଗେ ଯେବେ ମନଟା
ତମେ ହିଁ ସ୍ମୃତିକୁ ଆସ
ସର୍ବଶ୍ରାନ୍ତ ଲାଗେ ଯେବେ ମନଟା ତମେ ହିଁ
ସ୍ମୃତି କୁ ଆସ, ନିରାଶ ଲାଗେ ଯେବେ
ଜୀବନଟା ତମେ ହିଁ ସ୍ମୃତିକୁ ଆସ
