STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ମୁଁ

ମୁଁ

1 min
4

ମୁଁ ଧାରାଟିଏ ଅବିଶ୍ରାନ୍ତ, ଅବିଛିନ୍ନ 
ମୁଁ ସ୍ରୋତଟିଏ ସାମିଲ ହେବାକୁ 
ମୁଁ ଗନ୍ତାଘର ଆନନ୍ଦର 
ମୁଁ ପହିଲା କିରଣ ସକାଳ ର 
ମୁଁ ଅସ୍ତ ସୂର୍ଯ୍ୟ ସଂଜର 
ମୁଁ ବିହଙ୍ଗ ଟିଏ ମୁକ୍ତ ଆକାଶର 
ମୁଁ ସ୍ୱାଧୀନତା ପରାଧୀନତା ର 
ଶିକୁଳିର, ମୁଁ ଗଭୀର ଭଲପାଇବା 
ଘୃଣାର ସହରର, ମୁଁ ନିସ୍ଵାର୍ଥ ମଣିଷ 
ସ୍ୱାର୍ଥର ବଜାରର, ମୁଁ ପୁଙ୍ଗୁଳା 
ମଣିଷଟିଏ ଏହି ଦୁନିଆ ର 
ବହୁ ଆଡମ୍ବର ର................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract