STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ସ୍ୱାଦ

ସ୍ୱାଦ

1 min
2

କଟୁ ସ୍ୱାଦ, ଫିକା ସ୍ୱାଦ 
ସବୁ ସ୍ୱାଦର ଉର୍ଦ୍ଧରେ ଜୀଵନ 
ଯେ ବିଚିତ୍ରବର୍ଣ୍ଣା ବର୍ଣାଳୀଟିଏ 
କେବେ ଶୀତଳ ଚନ୍ଦନ 
କେବେ ଜୀଵନ ଖାଲି ସ୍ପନ୍ଦନ 
ମନ ମୋର ନୁହେଁ ନୌକାଟିଏ 
କାଗଜ ର, ମନ ମୋର ନୁହେଁ 
କଣ୍ଢେଇ ଟିଏ ଖେଳନା ର 
ମନ ମୋର ନୁହେଁ ମିଥ୍ୟା 
ଏକ କୁହେଳିକା ପ୍ରହେଳିକା 
ମୁଁ ପଢ଼ିଛି ମନ୍ତ୍ର ଜୀବନର 
ମୁଁ ଗଢିଛି ତାଜମହଲ ନିଜେ ନିଜର 
ସବୁ ସ୍ୱାଦ ଯେବେ ଫିକା ଲାଗେ ମତେ 
ସବୁ ସ୍ୱାଦ ଯେବେ କଟୁ ଲାଗେ 
ମୁଁ ଖୋଜେ ଭିନ୍ନ ଏକ ସ୍ୱାଦ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational