STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
4

ମୁଁ ଯିଏଁ ନା ଜୀଵନ, ମୁଁ ତଉଲେନା ନିକିତିରେ 
ମୁଁ ମାପର ଏକକ, ଯନ୍ତ୍ର ଏହି ଜୀଵନ ଟା 
ମନ୍ତ୍ର ପଢେ ଜିଁବାର, ସଫଳତା ର ବୀଜମନ୍ତ୍ର 
ମୁଁ ତଉଲେନା ନିକିତିରେ, ଚଞ୍ଚଳ ମନଟା ଯେବେ 
ଅଥୟ ଅଧୀର ହୁଏ, ପ୍ରାଣଟା କାତର ହୁଏ 
ଶବ୍ଦ ପୁଣି ରାଜୁତି କରେ, ମନର ସାମ୍ରାଜ୍ୟ ରେ 
ମନ ଯେବେ ସାମ୍ରାଜ୍ୟ ହୁଏ, ସେହି ସାମ୍ରାଜ୍ୟ ରେ 
ସେ ସମ୍ରାଜ୍ଞ ହୁଏ, ମୁଁ ତଉଲେନା ନିକିତିରେ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract