ମୁଁ ଭଲପାଏନା ସେଭଳି ବ୍ୟକ୍ତିତ୍ବ
ମୁଁ ଭଲପାଏନା ସେଭଳି ବ୍ୟକ୍ତିତ୍ବ
ପଢେ ଯେବେ ମନ୍ତ୍ର ଜୀଵନ ତନ୍ତ୍ର
ଜୀଵନ ଅଜଣା ସହର, ଜୀଵନ
ସ୍ମୃତି ର ନଗର, ମୁଁ ଭଲ ପାଏନା
ସେଭଳି ବ୍ୟକ୍ତିତ୍ୱ ଯାହାକୁ
ଦେଖିଲେ ଭୟ ଲାଗେ
ମୁଁ ଭଲ ପାଏନା ସେଭଳି ବ୍ୟକ୍ତିତ୍ବ
ଯିଏ ମନ କଥା ବୁଝିପାରେନା
ମୁଁ ଭଲପାଏନା ସେଭଳି ବ୍ୟକ୍ତିତ୍ୱ
ଯାହା ସହିତ ମନ ବାଣ୍ଟି ହୁଏନା
ମୁଁ ଭଲ ପାଏନା ସେଭଳି ବ୍ୟକ୍ତିତ୍ୱ
ଯିଏ ମତେ ଭଲ ପାଏନା
ମୁଁ ଭଲ ପାଏନା ସେଭଳି ବ୍ୟକ୍ତିତ୍ୱ
ଯିଏ ମତେ ବିଶ୍ୱାସ ଦିଏନା
ଭରସା ବି ଦିଏନା
