STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ସେ

ସେ

1 min
3

ରାଜନୀତି ଯେବେ ବିଗିଡ଼ିଯାଏ 
ରାଜ୍ୟ ରେ ଅରାଜକତା ହୁଏ 
ଅର୍ଥନିତି ଯେବେ ବିଗିଡ଼ିଯାଏ 
ରାଜ୍ୟରେ ଦୁର୍ଭିକ୍ଷ ହୁଏ 
ସ୍ୱାସ୍ଥ୍ୟ ଯେବେ ବିଗିଡିଯାଏ 
ସମ୍ପଦ ନଷ୍ଟ ହୁଏ 
ମନଟା ଯେବେ ପ୍ରକୃତ 
ଜୀବନ ର ଅର୍ଥ ଖୋଜେ 
କଲା କର୍ମର ଦୁସ୍କୃତିରେ 
ଅନୁତାପ ର ଅନଳ ରେ ସେ 
ଯାଜଲ୍ୟମାନ ହୁଏ 
ଶୁଦ୍ଧ ହୁଏ ସୁବର୍ଣ୍ଣ ହୁଏ 
ଆହୁରି ଚକମକ କରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Inspirational