STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଭୟ

ଭୟ

1 min
4

ନିର୍ଭୟ ରେ ମୁଁ ଯେବେ ଭୟ କରେ 
ସେତିକିବେଳେ ମୁଁ ଖୋଜେ ଅଭୟ 
ଜୀଵନ ରେ ମୁଁ ଯେବେ ଖୋଜିଥାଏ 
ଝଲକ ଆଶାର, ନୌକା ବିଶ୍ୱାସର 
ନିର୍ଭୟ ରେ ମୁଁ ଯେବେ ଖୋଜିଥାଏ 
ଭୟ ର ସତ୍ତା ସ୍ଥିତି ଅସ୍ତ୍ୱିତ୍ୱ 
କୁଳ କିନାରା ସେତିକିବେଳେ 
ଭୟ ଗ୍ରାସ କରେ 
ମୁଁ ନଦୀ ଭଳି ଚାହେଁ ଶୀତଳତା 
ମୁଁ ଚାହେଁ ଅଭୟ 
ଏଇ ବୋଧେ ଭୟର ପରିଭାଷା 
ମୁଁ ଆପଣେଇ ପାରେନା ତାକୁ 
ଶବ୍ଦ ବୋଲି କି ସମ୍ବଳ ବୋଲି 
ଏଇ ବୋଧେ ଭୟର ପରିଭାଷା......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Inspirational