STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ସୈତାନ

ସୈତାନ

1 min
2

କେଉଁ ଏକ ମାହେନ୍ଦ୍ର ମୁହୂର୍ତ୍ତ 
ମୋ ଭେଟିବାର ବେଳା 
କେଉଁ ଏକ ସଙ୍କଟ ଘଡି 
ନିଶାର୍ଦ୍ଧ ରଜନୀରେ 
ମୁଁ ଖୋଜେ ମୋ ମାନସ ସାମ୍ରାଜ୍ୟ 
ର ସୈତାନ ଆଉ ଈଶ୍ୱର 
ସୈତାନ ଯେବେ ଘର କରେ 
ମୁଁ ସୈତାନ ଠାରୁ ଦୁରେଇ ଯାଏ 
ଈଶ୍ୱରଙ୍କୁ ଆପଣା ଏ 
ସୈତାନ ସେ ମନ୍ଦ ବୁଦ୍ଧି 
ଆଉ ଈଶ୍ୱର ମଙ୍ଗଳମୟ 
ମୁଁ ଯେବେ ଘଡ଼ିସନ୍ଧି ମୁହୂର୍ତ୍ତ ରେ 
ଭେଟନା ସୈତାନ, ଭେଟିଥାଏ 
ମୋ ଈଶ୍ୱର...............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

Similar oriya poem from Inspirational