STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
2

ଉଷ୍ମତା ନିଶ୍ୱାସ ର ହେଉ କି 
ଝାଂଜି ବୈଶାଖ ର 
ଉତ୍ତପ୍ତ ଲାଗେ ଜୀବନଟା ଯେବେ 
ପାଲଟିଯାଏ ବୈଶାଖ ମଧ୍ୟାହ୍ନ 
ସେତିକିବେଳେ ମୁଁ ଜହ୍ନ କୁ ଜ୍ୟୋତ୍ସ୍ନା ମାଗେ 
ମାଗେ ଶୀତଳତା, ଅମାଅନ୍ଧାକାର ଲାଗେ 
ଏବେ ସବୁକିଛି, ଜୀବନର ବେଳାଭୂମିରେ 
ମୁଁ ଖୋଜେ ଏବେ ମୁକ୍ତା ଶାମୁକାର 
ହତ୍ୟା ଲୁଣ୍ଠନ ଯେଉଁଠି ନିତି ସମାଚାର 
ସେହି ସାମ୍ରାଜ୍ୟ ରେ ମୁଁ ସ୍ବପ୍ନ ଦେଖେ 
ରାମ ରାଜ୍ୟର...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଉତ୍ତର

ଉତ୍ତର

1 min ପଢ଼ନ୍ତୁ

ଭୟ

ଭୟ

1 min ପଢ଼ନ୍ତୁ

ଦହନ

ଦହନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

Similar oriya poem from Inspirational