ଦହନ
ଦହନ
ଜ୍ୱଳନ ଯେବେ ହୁଏ ମତେ
ମୁଁ ଜଳେନା ଇର୍ଷାରେ
ଭିଜେନା ବର୍ଷାରେ
ଜ୍ୱଳନ ଯେବେ ହୁଏ ମତେ
ମୁଁ ଜଳେନା ଅନଳ ରେ
ଜାଳିଦିଅ ସଞ୍ଜ ହେବା ଆଗରୁ
ଅନଳ ଇର୍ଷାର, ମୁଁ ଜଳେ ଯେବେ
ଇର୍ଷାରେ, ଜ୍ୱଳନ ଯେବେ ହୁଏ
ମତେ ତମ ଇର୍ଷାର ବର୍ଷାରେ
ମୁଁ ଭିଜେନା ବର୍ଷାରେ
ଜଳେନା ତମ ଇର୍ଷାରେ
ତମେ କିନ୍ତୁ ଜାଳିଥାଅ
ତମ ଇର୍ଷାର ଅନଳରେ
ଦହନ ମତେ ହୁଏ....
