STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ଜୀଵନ

ଜୀଵନ

1 min
2

ଜୀଵନ ଦିଗନ୍ତ ବିସ୍ତାରି ଦିଗଟିଏ 
ଜୀଵନ ନିଦହଜା ସ୍ବପ୍ନଟିଏ 
ଜୀବନ ଅସରନ୍ତି ଅସୀମ ଅନନ୍ତ 
ପଥର ପଥିକଟିଏ 
ଜୀଵନ ଅସରନ୍ତି ଶକ୍ତିର ଉତ୍ସଟିଏ 
ଜୀଵନ ଅଭିମାନ ରେ ଖୋଜୁଥିବା 
ସ୍ୱାଭିମାନୀ ମନଟିଏ....
ଜୀଵନ ଅତୁଟ ବନ୍ଧନ ଟିଏ 
ଜୀଵନ ଅଟଳ ବିଶ୍ୱାସ 
ବଦ୍ଧପରିକର ମନଟିଏ 
ଜୀଵନ ଦୃଢପ୍ରତିଜ୍ଞା ଟିଏ 
ଜୀଵନ ସଜଳ ସ୍ବପ୍ନଟିଏ 
ଜୀଵନ ଯେବେ ଅନ୍ଧକାର ର 
ଅନ୍ଧଗଳିରେ ଖୋଜେ ଯେବେ 
ଆଲୁଅ ର ରାଜୁତି 
ସେତିକିବେଳେ ଜୀଵନ 
ଆହୁରି ଯାଜଲ୍ୟମାନ ହୁଏ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational