STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଅଭିମାନ

ଅଭିମାନ

1 min
2

ଅଭିମାନ ର କୋହ ଭରା ଚିଠି ଯେବେ 
ପାଲଟିଯାଏ ଜୀବନଟା ନିଷ୍ଠୁର ପାଷାଣ 
ଯାହାବି କହିଲେ ଠିକ ହେବ 
ମନଟା ବଦଳିଯାଏ 
ପରିବର୍ତ୍ତିତ ମନଟା ଯେବେ 
ଆଘାତ ପ୍ରାପ୍ତ ହୁଏ 
ସେତିକିବେଳେ ମନଟା ବିଦ୍ରୋହ 
ସିନା କରେ, ପାଷାଣ ଦେହରେ 
ମୁଣ୍ଡ ପିଟି ପିଟି କ୍ଷତାକ୍ତ ହେଲେ ବି 
କ୍ଷତାକ୍ତ ସିନା ହୁଏ, ଜୀଵନ ଯେବେ 
ଅଗ୍ନି ପରୀକ୍ଷା ହୁଏ ସିନା, ସେ ଜିତିବ
ଶୁଣିଥିଲି ବାସ୍ତବତା ନିଷ୍ଠୁର ବୋଲି 
ସତ୍ୟତା ନିଷ୍ଠୁର ବୋଲି ହେଲେ ଏବେ 
ସଠିକ ବୁଝିପାରିଛି, ପ୍ରକୃତ 
ଭଲପାଇବା ନିଷ୍ଠୁରତା ବୋଲି........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational