STORYMIRROR

Sudhashree Bhattamisra

Inspirational

4.3  

Sudhashree Bhattamisra

Inspirational

ଘୃଣା

ଘୃଣା

1 min
3

ଘୃଣାର ସହରରେ ମୁଁ ଯେବେ ଖୋଜେ 
ପ୍ରକୃତ ଭଲପାଇବା, ମନଟା ଭାରାକ୍ରାନ୍ତ ହୁଏ 
ବିଶୃଙ୍ଖଳ ମନଟା ଅନିୟନ୍ତ୍ରିତ ହୁଏ 
ବନ୍ୟାଭଳି ଉଛୁଳି ଥାଏ 
କାହିଁକି ନା ସେ ଚାହେଁନା ସେମିତି 
ଏକ ଅପଶବ୍ଦ, ଯାହା ମୁଁ କାହା 
ସହିତ ବି କରେ, ଭଲପାଇବାର 
ସ୍ବର୍ଗୀୟ ସନ୍ଧାନରେ ସେ ଯେବେ 
ଅନ୍ୱେଷଣ କରେ, କାହିଁକି ନା 
ମରୀଚିକାର ଭ୍ରମ ସୃଷ୍ଟି ହୁଏ 
ଜୀବନଟା ମରୁଭୂମି ପାଲଟିଯାଏ...
ଯେଉଁଠି ତୃଷ୍ନା ମେଣ୍ଟୀପାରେନା 
ମିଳିଥାଏ ଘୃଣାର ଜହର 
ଆଉ ସେହି ଜହର ପିଇଦେଇ 
ସେ ଆଉ ଦେଖି ପାରେନା 
ସ୍ବପ୍ନ ଏକ ସାର୍ଥକ ଜୀଵନ ଜିଁବାର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational