STORYMIRROR

Sudhashree Bhattamisra

Inspirational

4.3  

Sudhashree Bhattamisra

Inspirational

ବାଜି

ବାଜି

1 min
3

ଲଢେଇ ଯେବେ ହୁଏ ପୁଣ୍ୟ ସହିତ ପାପର 
ମିଥ୍ୟା ସହିତ ସତ୍ୟର, ଘୃଣା ସହିତ ଭଲପାଇବାର 
ଅନ୍ଧାର ସହିତ ଆଲୁଅର, ଧର୍ମ ସହିତ ଅଧର୍ମର 
ବାଜି ପୁଣି ଜିତିଯାଏ, ପାପଠୁ ପୁଣ୍ୟ 
ମିଥ୍ୟାଠୁ ସତ୍ୟ, ଘୃଣାଠୁ ଭଲପାଇବା 
ଅନ୍ଧାରଠୁ ଆଲୁଅ, ଅଧର୍ମଠୁ ଧର୍ମ 
ବାଜି ପୁଣି ଜିତିଯାଏ, ଏହିବଧେ 
ସଫଳ ଏକ ପ୍ରୟାସ ମୋର......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational