STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଶବ୍ଦ

ଶବ୍ଦ

1 min
3

ଶବ୍ଦ ଏକ କୋଣାର୍କ ତାକୁ ଯିଏ ଯେମିତି 
ଗଢ଼ିପାରିଲା, କିଏ ତୋଳେ ଶବ୍ଦର ସହର 
କିଏ ତୋଳେ ଶବ୍ଦର ମନ୍ଦିର 
କିଏ ପୁଣି ଶବ୍ଦକୁ ନେଇ 
ସ୍ବର୍ଗୀୟ ସୁପରିକଳ୍ପନାରେ 
ମର୍ତ୍ୟକୁ ଗଙ୍ଗା ବୁହାଏ 
ଶବ୍ଦର କୋଣାର୍କକୁ ସୁନ୍ଦର କରି 
ଗଢି ତୋଳିବାକୁ 
ମୁଁ ଶବ୍ଦର ମାଳା ଗୁନ୍ଥେ 
ଶବ୍ଦର ଚିତ୍ର ଅଙ୍କନ କରେ 
ତାର ଜ୍ୟାମିତି କରେ 
ଶବ୍ଦର ଭୂଗୋଳ ପଢେ 
ଇତିହାସ ଲେଖେ 
ଶବ୍ଦକୁ ଆହୁରି ସରଳ ସୁନ୍ଦର 
ସରସ ସାବଲୀଳ 
ହୃଦୟସ୍ପର୍ଶୀ କରି ଗଢ଼ିତୋଳେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational