STORYMIRROR

Sudhashree Bhattamisra

Inspirational

4.4  

Sudhashree Bhattamisra

Inspirational

ସର୍ତ

ସର୍ତ

1 min
2

ଜୀଵନ ଏକ ଏମିତି ଝଲକ ଟିଏ 
ବ୍ୟର୍ଥ ସ୍ୱରଟିଏ ସିନା ଶୁଭେ ଏବେ 
ମୁଁ କିନ୍ତୁ ଚାହେଁ ଦେଖିବାକୁ ସାର୍ଥକ 
ସ୍ବପ୍ନଟିଏ......
ସ୍ୱପ୍ନର ବଜାରରେ ମୁଁ କିଣେ ଯେବେ ସଉଦା 
ସ୍ବପ୍ନ ପାଲଟିଯାଏ ପଣ୍ୟ ଦ୍ରବ୍ୟ 
ମୁଁ ଯେବେ ସ୍ବପ୍ନ ଦେଖେ ଜାଗ୍ରତ ପ୍ରହର ରେ 
ନିଦ୍ରା ଉଭେଇ ଯାଏ ସିନା 
ହେଲେ ଆଖିରେ ନିଦ ନଥାଏ 
ଖାଲି ସ୍ବପ୍ନ ଥାଏ, ଶୁଣିଥିଲି ସ୍ବପ୍ନ 
ମିଥ୍ୟା ଏକ ଆଶ୍ୱାସନା ବୋଲି 
କିନ୍ତୁ ଜୀଵନ ଅଜବ ଯୁକ୍ତିଟିଏ 
ଜୀଵନ ଯେବେ ସର୍ତ୍ତ ପାଲଟି ଯାଏ 
ସେତିକିବେଳେ ଲଙ୍ଘିହୁଏନା 
ଲକ୍ଷ୍ମଣ ରେଖା.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational