STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ହେ ଜୀଵନ

ହେ ଜୀଵନ

1 min
4

ହେ ଜୀଵନ ତମେ ବାଞ୍ଛା କଳ୍ପତରୁ ହୁଅ 
ହେ ଜୀଵନ ତମେ ମୋ ସ୍ପନ୍ଦନ ହୁଅ 
ହେ ଜୀଵନ ତମେ ସହଜ ସୁଗମ ପଥଟିଏ ହୁଅ 
ମୁଁ ଅତିକ୍ରମ କରେ ସେ ଦୁର୍ଗମତା କୁ 
ହେ ଜୀଵନ ତମେ ମତେ ଭଲ ପାଅ 
ଆଉ ମୁଁ ତୁମକୁ, ହେ ଜୀଵନ ତମେ ଯେବେ 
ଦୁରେଇ ନିଅ ମୋ ଠାରୁ ମତେ 
ସେତିକିବେଳେ ମୁଁ ବିବ୍ରତ ହୁଏ 
ବିଚଳିତ ହୁଏ, ଲାଗେ ସତେ ଯେମିତି ମୃତବତ 
ଜୀଵନ ବିନା ଜିଁଛି କିଏ କହିପାରିବ କି ମତେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ସୈତାନ

ସୈତାନ

1 min ପଢ଼ନ୍ତୁ

ଉତ୍ତର

ଉତ୍ତର

1 min ପଢ଼ନ୍ତୁ

ଭୟ

ଭୟ

1 min ପଢ଼ନ୍ତୁ

ଦହନ

ଦହନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract