STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଉତ୍ତର

ଉତ୍ତର

1 min
3

ଭ୍ରାନ୍ତ ଏକ ଧାରଣା ଯେବେ ମନରେ 
ଉଙ୍କି ମାରେ, ମନଟା ଆଉ ମନ ହେଇ 
ରହେନା, ଭାବନା ମୋର ଉଦୟ ହୁଏ 
ଅସ୍ତରଙ୍ଗର ବେଳାଭୂମିରେ ଯେବେ 
ମୁଁ ପୁନଶ୍ଚ ସ୍ବପ୍ନ ଦେଖେ 
ବ୍ୟାଖ୍ୟା କରେ ସମୀକ୍ଷା କରେ 
ନିଜକୁ ନିଜେ, ଜୀଵନ ଏକ 
ନୂଆ ନୂଆ ଉଦ୍ଭାବନ ବୋଲି ଭାବେ 
କିନ୍ତୁ ମନଟା ଜିଜ୍ଞାସୁ 
ବାଢି ବସେ ନିଜ ପାଖରେ 
ଅସରନ୍ତି ପ୍ରଶ୍ନ 
ପ୍ରଶ୍ନମାଳା ମନଟା ଆଉ ତୃପ୍ତ ହୁଏନା 
ଅତୃପ୍ତ କାମନା ରେ ଉତ୍ତର ର ଲାଳସାରେ 
ସେ ପୁନଶ୍ଚ ଉତ୍ତର ଖୋଜେ ପ୍ରତିଟି ପ୍ରଶ୍ନର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ସୈତାନ

ସୈତାନ

1 min ପଢ଼ନ୍ତୁ

ଉତ୍ତର

ଉତ୍ତର

1 min ପଢ଼ନ୍ତୁ

ଭୟ

ଭୟ

1 min ପଢ଼ନ୍ତୁ

ଦହନ

ଦହନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational