STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମହାସଂଗ୍ରାମ

ମହାସଂଗ୍ରାମ

1 min
5

ବାସ୍ନା ନୁହେଁ କାଗଜ ଫୁଲର 
ଛଳନା ଏକ ପ୍ରତାରକ ମଣିଷର 
ପ୍ରତାରିତ ମଣିଷଟା 
ଭୁଲିପାରେ କି ପ୍ରତାରକ 
ପ୍ରତାରିତ ମନଟା ଯେବେ 
ଯନ୍ତ୍ରଣା ଜର୍ଜରିତ ହୁଏ 
ପୁଣି ବିଦ୍ରୋହ କରେ 
ପ୍ରତିଟି ଅନ୍ୟାୟ ର 
ସେ ଆଉ ଯେବେ ସ୍ୱର ଉତ୍ତୋଳନ 
କରେ, ଆପତ୍ତି ଅଭିଯୋଗ କରେ 
ଭଲପାଏନା ପ୍ରତାରକ 
ମାରି ପାରେନା ତାଳି 
ଦିଏ ଖାଲି ଗାଳି 
ଜୀଵନ ମହାସଂଗ୍ରାମ ପାଲଟିଯାଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational