ପୃଥିବୀ
ପୃଥିବୀ
ଯେଉଁଠି ଅନ୍ତ ସେଇଠି ଆରମ୍ଭ
ଏଇ ବୋଧେ ଫର୍ମୁଲା ଗୋଲ ପୃଥିବୀର
ଏଇ ପୃଥିବି ଟା ଜ୍ୟାମିତି ଉପପାଦ୍ୟ
ଏଇ ପୃଥିବୀଟା ଗୋଲାକାର
ଏଇ ପୃଥିବୀଟା ଜୀଵନ ଗଣିତ
ଏଇ ପୃଥିବୀଟା ଜୀଵନ ଭୂଗୋଳ
ଏଇ ପୃଥିବି ଟା ପରିମିତି
ବିଜ୍ଞାନ ପୁଣି ରଣ କୌଶଳ
ଆଙ୍କେ ଯେବେ ମାନଚିତ୍ର
ପୃଥିବୀର, ମୁଁ ଆଉ ଚିତ୍ରିତ ହୁଏନା
ସବୁ କିଛି ବିଚିତ୍ର ଲାଗେ.............
