STORYMIRROR

Kalpana Kumari Pradhan

Inspirational Others

4  

Kalpana Kumari Pradhan

Inspirational Others

ନିଆରା ମଣିଷ ଟିଏ

ନିଆରା ମଣିଷ ଟିଏ

1 min
317


ଭିଡ଼ ଭିତରେ ବି ଯିଏ 

ସହଜ ରେ ବାରି ହୋଇଯାଏ 

ସନ୍ତୋଷ ପରା ସିଏ 

ଶାନ୍ତ ଶୀତଳ କାନ୍ତ କୋମଳ 

ଅମାୟିକ ବ୍ୟକ୍ତିତ୍ୱ 

ସବୁଠୁଁ ନିଆରା 

ଦୁନିଆ ଯାହାକୁ କହେ...... l

ଓଠ ଧାରେ ସଦା 

ଅଲିଭା ହସ ଟେ 

ଶୋଭା ପାଉଥାଏ 

ହୃଦୟେ ସ୍ନେହ, ପ୍ରେମ 

ମନ୍ଦାକିନୀ ଅବିରତ 

ଝରିପଡୁଥାଏ....... l

ସଂସାର ବାଟରେ ଜୀବନ ହାଟରେ 

କେତେ ଚିହ୍ନା ଚେହେରା 

ଅଜଣା ସେ ହୋଇଯାଏ 

ନୂଆଁ ଚେହରା ଭାରି 

ନିଜର ନିଜର ଭାବରେ 

ସେ ଭରି ଯାଏ...... l


Rate this content
Log in

Similar oriya poem from Inspirational