Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajayakumar Mohanty

Inspirational Others

2  

Ajayakumar Mohanty

Inspirational Others

ନେଉଛି ଆଜି ଶପଥ

ନେଉଛି ଆଜି ଶପଥ

1 min
16


ସ୍ୱର୍ଗ ମୋର ଜନ୍ମଭୂମି ମାତୃଭୂମି ଭାରତ 

ତାହାରି ଟେକ ରଖିବା ପାଇଁ 

ରହିବି ସଦା ଜାଗ୍ରତ ।

ସତ୍ୟ ପଥେ ଚାଲିବି ମୁଁ ଧର୍ମ ପଥେ ଚାଲିବି 

ନିନ୍ଦା ଅପବାଦ ଯେତେ ସହିଲେ ମୁଁ ସହିବି 

ତା ମାଟି ଛୁଇଁ ଶପଥ ନେବି 

ନୋହିବି କେବେ ବିବ୍ରତ 

ମଣିଷଟେ ହେବି ମୁହିଁ ଅମଣିଷ ହେବିନି 

ସ୍ୱାର୍ଥ ପାଇଁ ମନୁଷ୍ୱତ ଜଳାଞ୍ଜଳି ଦେବିନି 

ନିସ୍ୱାର୍ଥ ସେବା କରିବି ମୁହିଁ 

ଦେଶ ସେବା ମୋ ଜୀବନ ବ୍ରତ। 

ତା ମାଟି ସୁଗନ୍ଧ ମୋତେ କରିଛି ଯେ ପାଗଳ 

ତା ବୁକୁରେ ନାଚି ଗାଇ ହୋଇବି ମୁଁ ବିଭୋଳ 

ପ୍ରଗତି ପଥେ ଆଗେଇ ନେବି 

ନେଉଛି ଆଜି ଶପଥ।


Rate this content
Log in

Similar oriya poem from Inspirational