Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Manoj Maharana

Inspirational


3  

Manoj Maharana

Inspirational


ମାଆ

ମାଆ

1 min 19 1 min 19

ମାଆ!,

ଯାହାର ଉଚ୍ଚାରଣରେ...

ଉଲ୍ଲାସିତ ଆତ୍ମା,ପ୍ରାଣ,ମନ ।


ମାଆ!

ଯାହାର ଶବ୍ଦରେ ହିଁ...

ତା'ର ପରିଭାଷା ପରିପୂର୍ଣ୍ଣ ।


ମାଆ!,

ଯାହାର ଭଲପାଇବାରେ..

ତୁଚ୍ଛ ଲାଗେ ଏ ଦୁନିଆଁ, ନିର୍ବାଣ ।


ମାଆ!,

ଯାହାର ସ୍ପର୍ଶରେ...

ଗରଳ ପାଲଟିଯାଏ ପୀୟୂଷ ।


ତା' ଠାରୁ ଆଉ ଏ ଦୁନିଆଁରେ...

କିଏ ବା ମାେ ଅତି ନିଜସ୍ବ !!



Rate this content
Log in

More oriya poem from Manoj Maharana

Similar oriya poem from Inspirational