ମାଆ
ମାଆ

1 min

52
ମାଆ!,
ଯାହାର ଉଚ୍ଚାରଣରେ...
ଉଲ୍ଲାସିତ ଆତ୍ମା,ପ୍ରାଣ,ମନ ।
ମାଆ!
ଯାହାର ଶବ୍ଦରେ ହିଁ...
ତା'ର ପରିଭାଷା ପରିପୂର୍ଣ୍ଣ ।
ମାଆ!,
ଯାହାର ଭଲପାଇବାରେ..
ତୁଚ୍ଛ ଲାଗେ ଏ ଦୁନିଆଁ, ନିର୍ବାଣ ।
ମାଆ!,
ଯାହାର ସ୍ପର୍ଶରେ...
ଗରଳ ପାଲଟିଯାଏ ପୀୟୂଷ ।
ତା' ଠାରୁ ଆଉ ଏ ଦୁନିଆଁରେ...
କିଏ ବା ମାେ ଅତି ନିଜସ୍ବ !!