Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ନବପଲ୍ଲବ

ନବପଲ୍ଲବ

1 min
196



ପ୍ରୀତିର ମହକ ଛୁଟୁଛି ଲୋ ସଖୀ

ଚହଲି ଯାଉଛି ମନ

ତୁମପାଇଁ ଦେଖ ଫୁଲରେ ଫୁଲରେ

ହସିଲାଣି ଉପବନ I


ବରଷା ଫେରିଛି ମେଘ ସବାରୀରେ

କୃଷ୍ଣଚୂଡା ଡାଳେ ଖରା

କାକର ବିନ୍ଦୁରେ ଶୀତ ଫେରିଯାଏ

ବସନ୍ତ ଆସୁଛି ପରା I


ବାର୍ତ୍ତା ଦେଇଥିଲ ପବନ ହାତରେ

ଫଗୁଣେ ଆସିବ ବୋଲି

କୋଇଲି କଣ୍ଠରେ ଗୀତ ଗାଇ ଗାଇ

ଥିରି ଥିରି ପାଦ ଚାଳି I


ତୁମେ ଆସିଗଲେ ପଲ୍ଲବି ଉଠିବ

ମେ ମନର କିଶଳୟ

ଫୁଲ ଫୁଟିଯିବ ମହକ ଛୁଟିବ

ସବୁ ହେବ ମଧୁମୟ I

     


Rate this content
Log in

Similar oriya poem from Romance