STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ନବ ଦୁର୍ଗା

ନବ ଦୁର୍ଗା

1 min
163


ଦେବୀ ଦୁର୍ଗାଙ୍କର ନଅ ଗୋଟି ରୂପ

ନବ ଦୁର୍ଗା କୁହା ଯାଏ

ପୂଜା କରା ଯାଏ ନବ ରାତ୍ରୀ କହି

ଯାହା କୁ ନବମୀ ଯାଏ ।


ଆଶ୍ୱିନ ମାସର ଶୁକ୍ଳ ପ୍ରତି ପଦା

ତିଥି ଠୁ ହୁଏ ଆରମ୍ଭ

ନବ ରାତ୍ରୀ ପର୍ବ ଭାବେ ସୁପ୍ରସିଦ୍ଧ

 ପାଳନ୍ତି ଜନ ସରବ ।


ଜାତୀୟ ସଭ୍ୟତା ସଂ।

ସ୍କୃତିକ ଗାଥା

ମହିମା ମଣ୍ଡିତ କରି

ଆସିଛି ପ୍ରାଚୀନ କାଳୁ ନବ ଦୁର୍ଗା

ଉପାସନା ଧାରା ଚଳି ।


ପ୍ରଥମ ରେ ପ୍ରତି ପଦା ତିଥି ଦିନ

ଶୈଳ ପୁତ୍ରି ଆବାହନ

କରାଯାଇ ଥାଏ ପ୍ରଥମ ରାତ୍ରୀ ରେ

ବ୍ୟାଘ୍ର ଯାହାଙ୍କ ବାହନ ।


ଦ୍ଵିତୀୟ ରାତ୍ର ରେ ବ୍ରହ୍ମ ଚlରିଣୀ ଙ୍କୁ

ପୂଜନ୍ତି ଭକତ ଜନ 

ତୃତୀୟ ରେ ଚନ୍ଦ୍ର ଘଣ୍ଟା ଦେବୀ ଙ୍କ ର

ହୁଅଇ ବିଧି ବିଧାନ ।


ଚତୁର୍ଥ ପର୍ଯ୍ୟ।

ୟେ କୃଷ୍ମାଣ୍ଡା ମାତାଙ୍କୁ

କଖାରୁ ବଳି ଦିଅନ୍ତି

ପଞ୍ଚମ ଦିବସେ ସ୍କନ୍ଦ ମାତା ଭାବେ

 ପୂଜା ପାଠ କରି ଥାନ୍ତି ।


ଷଷ୍ଠ ରାତ୍ରୀ କାଳେ କାତ୍ୟାୟନୀ ମାତା

ଉପାସନା ବିଧି କରି

କାଳ ରାତ୍ରୀ ଙ୍କର ପୂଜା କରି ଥାନ୍ତି

ହେଲେ ସପତମ ରାତ୍ରୀ ।


ଅଷ୍ଟମ ରାତ୍ରୀ ରେ ମହା ଗୌରୀ ଚଣ୍ଡୀ

ମାତା ଙ୍କର ଉପାସନା

ନବମ ରେ ସିଦ୍ଧି ପ୍ରଦାୟିନୀ ସିଦ୍ଧି

ଦ।ତ୍ରୀ ଙ୍କର ନିର।ଜନା ।


କୃପା ମୟି ଦେବୀ କରୁଣା କଟ।କ୍ଷେ

କରନ୍ତି ବର ପ୍ରଦାନ

କଲ୍ୟାଣ ମୟୀ ସେ ମଙ୍ଗଳ କାରିଣୀ

ତୋଷନ୍ତି ଭକତ ମନ ।



Rate this content
Log in

Similar oriya poem from Abstract