Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ନାମ ତୋ ପରମାନନ୍ଦ

ନାମ ତୋ ପରମାନନ୍ଦ

1 min
122



କିଏ ଡାକେ ଧନ ଗୋରାଚାନ୍ଦ ନାମ

    କିଏ କୁହେ କଳାଚାନ୍ଦ

କିଏ ହୁଏ ଗୁଣି    ପୂର୍ଣ୍ଣଚାନ୍ଦ ପୁଣି

    କିଏ ମଣେ ପ୍ରେମ ଚାନ୍ଦ

ଧନରେ..... ସରି ନୁହେଁ କୋଟିଚାନ୍ଦ ।0।


ଚାନ୍ଦ ଉଇଁ ଥାଏ   ପୁଣି ଲୁଚି ଯାଏ

    ଆସେ ନାହିଁ କେଉଁ ଦିନ

ଅଖଣ୍ଡ ଦୀପର  ଜ୍ୟୋତିର ସମ୍ଭାର

    ଦିଶୁ ଥାଏ ତୋ ଆନନ

ଲଭେ ଏ ଜଗତ    ହୁଏ ବିହ୍ଵଳିତ

    ଲଭେ ଗୁପ୍ତ ମକରନ୍ଦ ।୧।


ଚାନ୍ଦରେ କଳଙ୍କ   ଦିଶେ ଜକ ଜକ

    କଳଙ୍କ ନାହିଁ ତୋ ପାଶେ

ତୋ ମୁଖରେ ଜ୍ୟୋତି ସଦା ବିରାଜନ୍ତି 

     ଲଭି ପ୍ରତି ପ୍ରାଣ ହସେ

ଜ୍ୟୋତିର୍ମୟ ତୁହି   ରହିଅଛୁ ଚାହିଁ

     ନାମ ତୋ ପରମାନନ୍ଦ ।୨।




Rate this content
Log in

Similar oriya poem from Inspirational