STORYMIRROR

Kshyama sagar Prusty

Inspirational Others

3.9  

Kshyama sagar Prusty

Inspirational Others

ମୁଠାଏ ପାଉଁଶ

ମୁଠାଏ ପାଉଁଶ

1 min
256



ବିଧାତା ଗଢିଛି 

ବିଚିତ୍ର ଏ ବିଶ୍ୱ ।


ଏନ୍ତୁଡ଼ି ନିଆଁରୁ ସୃଷ୍ଟି

ଜୀବନର ଉପନ୍ୟାସ

ନିଜେ ଗଢେ ନିଜର ଇତିହାସ ।

 

ବଢ଼ି ବଢ଼ି ଯାଏ ଯେବେ ବୟସ 

କମି କମି ଯାଏ ଜୀବନର ଆୟୁଷ

ତ୍ୟାଗକରେ ଯେବେ ଶେଷ ନିଶ୍ୱାସ ।


ଜୁଇ ର ନିଆଁରେ ଜଳି ପୋଡି 

ହୋଇଯାଏ ମୁଠାଏ ପାଉଁଶ

ହୋଇଯାଏ ମୁଠାଏ ପାଉଁଶ ।  



Rate this content
Log in

Similar oriya poem from Inspirational