STORYMIRROR

Ajaya Mahala

Romance

2  

Ajaya Mahala

Romance

ମୁଁ

ମୁଁ

1 min
2.6K


ମୋ କୈଶୋର ବିନା ବଇନି ସକାଳେ

ତୁ ଚିହ୍ନରା ପ୍ରଥମ ଉଧାରୀ ଗ୍ରାହକ ||


ବ୍ରହ୍ମଚର୍ଯ୍ୟ ଭାଂଗିବାର ତୁ ପର ସକାଳ

ନତମସ୍ତକ ସେଇଠି ମୁଁ ଦୋଷୀ ବିବେକ ||


ଧୂପଦିଆ ସଂଜର ତୁ ଦୃଷ୍ଟି ବିନିମୟ

ମୁଁ ନୟନେ ଟଣା ଗାଢ଼ କଜଳ ସୁହାଗ ||


ବାସନ୍ତୀଉଷାର ତୁ ଆଦ୍ୟ କୋଳାହଳ

ମୁଁ ଚପଳ ଦିଗହୁଡା ଅଝଟ ବିହଂଗ ||


Rate this content
Log in

Similar oriya poem from Romance