STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ମୁଁ କନ୍ୟା

ମୁଁ କନ୍ୟା

1 min
277


ମୁଁ କନ୍ୟା ମୁଁ ଅନନ୍ୟା

ନାରୀ ମୁଁ ମହନୀୟା

ମୁଁ ମମତାର ଗଙ୍ଗା।

ମୁଁ ଅମୃତ, ମୁଁ ମହୋଦଧି

ମୁଁ ତ୍ରିବେଣୀ ମୁଁ ପବିତ୍ରା

ମୁଁ ପତିବ୍ରତା, ମୁଁ ଯଶୋଦା

ମୁଁ କନ୍ୟା, ମୁଁ ଅନନ୍ୟା

ମୁଁ ସୃଷ୍ଟି, ମୁଁ ସ୍ରଷ୍ଟା

ମୁଁ କ୍ଷମା, ମୁଁ ଦୟା

ମୁଁ ଭଗ୍ନୀ, ମୁଁ ଜାୟା

ମୁଁ କନ୍ୟା ମୁଁ ମାଆ

ଜୀବନଯାକର ବୋଝ ବୋହି 

ମୁଁ ଥକି ପଡେନା

ଦେଇ ଦେଇ ଦାତା ହୁଏନା

କେବେ ପାଇବାର ଆଶା ରଖେନା

ମୁଁ କନ୍ୟା, ମୁଁ ଅନନ୍ୟା

କାହିଁକି ଏମିତି ଅବିଚାର।




Rate this content
Log in

Similar oriya poem from Inspirational