STORYMIRROR

Tapan Dixit

Abstract Others Inspirational

3  

Tapan Dixit

Abstract Others Inspirational

ମୁଁ ଖୋଜୁଥିବି ଜରା ଦେହେ ଯେବେ

ମୁଁ ଖୋଜୁଥିବି ଜରା ଦେହେ ଯେବେ

1 min
13.6K


ମୁଁ ଖୋଜୁଥିବି ଜରା ଦେହେ ଯେବେ

ଯୌବନକୁ ନଇଁ ନଇଁ

ତୁମେ ଆସୁଥିବ ବୋଧ ହୁଏ ! ହାତେ

ମିଳନ ଆଞ୍ଜୁଳି ନେଇ,

ଶିଥିଳ ହୃଦୟେ ଜାରଜର ପରି

ଜନ୍ମ ନେଉଥିବ ପ୍ରେମ

ଋତୁ ହଜିଥିବ ରାତିର ଦେହରେ

ମୁଁ ଥିବି ବଦନାମ ।।

ତପନ ଦୀକ୍ଷିତ(ବେଳାଭୂମି) ୧.୧୦.୨୦୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract