STORYMIRROR

Naheda Shaheen

Romance

2  

Naheda Shaheen

Romance

ମୁଁ ଭଲ ପାଏ

ମୁଁ ଭଲ ପାଏ

1 min
113

ମୁଁ ଭଲ ପାଏ ଫଗୁଣକୁ

କୋଇଲିର କୁହୁ କୁହୁ ରାବକୁ

ଭଲ ପାଏ ବୋଲି ତ ମନେ ପଡ଼େ

ଧାରା ଶ୍ରାବଣରେ ତୁମ ପ୍ରେମକୁ।

ଝରଣାର କଳ କଳ ନାଦରେ 

ହଜି ଯାଏ ମନ ଉଦ୍ଜିବିତ କରେ ସ୍ମୃତିକୁ

ସାଗରର ନୀଳ ଉର୍ମିମାଳା ତୁମେ

ମୁଁ ଯେ ବେଳାଭୂମି ହୋଇ ଖୋଜେ ତୁମକୁ

ତୁମେ ପଳାସ ଫୁଲ ପରି ସୁନ୍ଦର କୋମଳ

ମୁଁ ସାଉଁଟେ ଅବିରତ ସ୍ମୃତିର ରୂପା ଜହ୍ନକୁ

ମୁଁ ଭଲ ପାଏ ବୋଲି ତ ଖୋଜେ ତୁମକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance