STORYMIRROR

Sanjukta Padhi

Classics

2  

Sanjukta Padhi

Classics

ମୁଁ ଅଜ୍ଞାତବାସରେ

ମୁଁ ଅଜ୍ଞାତବାସରେ

1 min
130

ମୁଁ ଅଜ୍ଞାତବାସରେ

ମୁଁ ଜାଣିନି

ମୋ ଉପସ୍ଥିତି

ନ ଥାଇ ପାରେ

ତୁମ ପବିତ୍ର

ହୃଦସ୍ପନଦରେ

ଜୀବିତ ନ ଥାଏ

ତୁମ ମାନସ ପଟରେ ।

କିନ୍ତୁ ହାଏ 

ମୁଁ ଚରିଵୁଲେ

ମୋ ଅତୀତର

ଗୋ ଧୂଳି ବେଳରେ।

ଆଜି ମୁଁ ନିର୍ବାକ

ମୋ ନିଜ ସମୀକ୍ଷାରେ

ମୁଁ ଘୂରି ବୁଲୁଥାଏ

ଖଣ୍ଡିଆ ଭୂତ ରୂପରେ 

ଅଶାନ୍ତ ଗ୍ରହ ପ୍ରାୟ

ମୋ ନିଜ ଇଲାକାରେ।

ଯଦିଓ ମୁଁ ଶଯ୍ୟା ଶାୟୀ

ହୁଏ, ତୁମ ଅପହଞ୍ଚ

ଦୁଃଖଦେବ ନାହିଁଁ

ମୁଁ ମରି ଯିବାପରେ

ଆହା କରିବାକୁ ନଥିଵ

କେବେ ବି ମୋ ଯୁଇରେ

କାରଣ ମୁଁ ଜାଣି ଶୁଣି

ତୁମ ପାଇଁ ରହିଛି

ଅଜ୍ଞାତବାସରେ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics