STORYMIRROR

Ram Prasad Bisoi

Tragedy

2  

Ram Prasad Bisoi

Tragedy

ମୁଁ ଆଉ ମୋ ଏକଲାପଣ

ମୁଁ ଆଉ ମୋ ଏକଲାପଣ

1 min
13.3K


ମୁଁ ଆଉ ମୋ ଏକଲାପଣ

ତୋ ବିନା ଲାଗୁଛି

ଜୀବନ---------

ଅନନ୍ତ ଶୁନ୍ୟ

ଶ୍ରୀତା

ତୁ ଶୋଇଛୁ ,

ସପନେ ନେଇ ମତେ,

ଆଉ

କାହା ବାହୁ ବନ୍ଧନେ,

ମୁଁ କିନ୍ତୁ --------?

ମୁଁ-----------!

ଆଉ ମୋ

ଏକଲାାପଣ ,

ତୋ ବିନା,

ବାଇଗଣି ନା ନାଲି ନା ସବୁଜ

ଲୁହର ଅସରାଏ

ବିଭୀଷିକା

ବନ୍ୟା ପରର------------------!


©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy